ବିଷମ ସପ୍ତମ Bishama saptama

  • ସଂ. ବି. (ବିଷମ+ସପ୍ତମ) — (ଫଳିତ ଜ୍ୟୋତିଷ) ବିବାହରେ ନିଷିଦ୍ଧ ଯୋଗ ବିଶେଷ୍ୟ — (astrology) An astrological conjuction of signs of the bride and bridegroom which is considered inauspicious for marriage
  • ସଂ. ବି. (ବିଷମ+ସପ୍ତମ) — [ଦ୍ର—ବର କନ୍ୟାଙ୍କର ଯଥାକ୍ରମେ ମେଷ ଓ ତୁଳା, ମିଥୁନ ଓ ଧନୁ, ସିଂହ ଓ କୁମ୍ଭ ଏପରି ରାଶି ହେଲେ ଏହାକୁ ବିଷମ ସପ୍ତମ କହନ୍ତି। ଏପରି ଅବସ୍ଥାରେ ବିବାହ ହେଲେ ବରର ଓ କନ୍ୟାର ମୃତ୍ୟୁ ଘଟେ।]