ବିଷମ ଲାଗିବା Bishama lāgibā

  • ଦେ. ବି — ଖାଦ୍ୟଦ୍ରବ୍ୟାଂଶ ହଠାତ୍ ତଣ୍ଟିରେ ଲାଗି— ଯିବା; ତୋଟିରେ ଲାଗିବା — The sticking of a particle of food in the wind pipe
  • ଦେ. ବି — [ଦ୍ର—ବଙ୍ଗଦେଶେରେ ଓ ଓଡ଼ିଶାରେ ଲୋକବିଶ୍ୱାସ ଏହି କି, ତୁମ୍ଭେ ଖାଇଲା ବେଳେ ବିଷମ ଲଗିଲେ କେହି ବନ୍ଧୁ ସେହି ସମୟରେ ତୁମ୍ଭଙ୍କୁ ସ୍ମରଣ କରୁଅଛି।]