ବିଷମ ଜ୍ୱର Bishama jwara

  • ସଂ. ବି. (କର୍ମଧା; ବିଷମ+ଜ୍ୱର) — କଠିନ ସବିରାମ— ବା ଅବିରାମ ଜ୍ୱରବିଶେଷ; ମଜ୍ଜାଗତ ଜ୍ୱର; ଜୀର୍ଣ୍ଣ ଜ୍ୱର — A chronic intermittent fever of an obstinate type
  • ସଂ. ବି. (କର୍ମଧା; ବିଷମ+ଜ୍ୱର) — [ଦ୍ର—ଏ ଜ୍ୱର ପ୍ରତିଦିନ ରୋଗୀକୁ ଆକ୍ରମଣ କରେ, କିନ୍ତୁ ଏଥିରେ ଶରୀରର ତାପ ବା ନାଡ଼ୀର ଗତି ସବୁବେଳେ ସମାନ ନ ଥାଏ, କିମ୍ବା ଜର ଆସିବା ସମୟ ଠିକ୍ ନ ଥାଏ। ସାଧାରଣ ଜ୍ୱରର ଚିକିତ୍ସା ନହେଲେ ବା ଜ୍ୱର ସମ୍ବୂର୍ଣ୍ଣ ରୂପେ ଭଲ ନ ହେଉଣୁ ରୋଗୀ ଅପଥ୍ୟ କଲେ ତାହା ବିଷମ ଜ୍ୱରରେ ପରିଣତ ହୁଏ। ଏହାର ଅନେକ ଭେଦ ଅଛି, ଯଥା—ସନ୍ତତ ଜ୍ୱର, ସତତ ଜ୍ୱର, ତୃତୀୟକ, ଚତୁର୍ଥକ।]
  • ସଂ. ବି. (କର୍ମଧା; ବିଷମ+ଜ୍ୱର) — ଖୁବ୍ ଶୀତବୋଧ ସହ ଆସିବା ଜ୍ୱର (ହି. ଶ.) — Fever attacking a person with a feeling of cold
  • ସଂ. ବି. (କର୍ମଧା; ବିଷମ+ଜ୍ୱର) — କ୍ଷୟ ବା ରାଜଯକ୍ଷ୍ମା ରୋଗରେ ହେବା ଜ୍ୱର (ହି. ଶ.) — Fever due to consumption