ବିଷଭୃତ୍ Bishabhṛut

  • ସଂ. ବି. (ବିଷ+ଭୃ ଧାତୁ=ପୋଷଣ କରିବା+କର୍ତ୍ତୃ. କ୍ୱିପ୍) — ସର୍ପ; ସାପ; ବିଷଧର ସର୍ପ — poisonous snake; serpent