ବିଷପୁଷ୍ପ Bishapushpa

  • ସଂ. ବି. (ବହୁବ୍ରୀହି; ବିଷ+ପୁଷ୍ପ) — ନୀଳପଦ୍ମ — The blue waterlily
  • ସଂ. ବି. (ବହୁବ୍ରୀହି; ବିଷ+ପୁଷ୍ପ) — ଅତସୀଗୁଳ୍ମ (ହି. ଶ.) — Linseed (plant)
  • ସଂ. ବି. (ବହୁବ୍ରୀହି; ବିଷ+ପୁଷ୍ପ) — ମଦନ ଫଳ ଗଛ (ହି. ଶ.) — 4. The Madana tree
  • ସଂ. ବି. (ବହୁବ୍ରୀହି; ବିଷ+ପୁଷ୍ପ) — (ମ. ପ. ଲୋ) ବିଷାକ୍ତ ପୁଷ୍ପ — A poisonous flower