ବିଷପାୟୀ Bishapāyī

  • ସଂ. ବିଣ. ପୁଂ. (ବିଷ+ପା ଧାତୁ=ପାନ କରିବା+କର୍ତ୍ତୃ. ଇନ୍; 1 ମା. 1 ବ) — ଯେ ବିଷ ପିଏ; ବିଷପାନକାରୀ — Drinking poison