ବିଷନାଶିନୀ Bishanāṡinī

  • ସଂ. ବିଣ. ସ୍ତ୍ରୀ. (ବିଷନାଶିନ୍+ସ୍ତ୍ରୀ. ଈ) — ବିଷନାଶୀର ସ୍ତ୍ରୀଲିଙ୍ଗ — Feminine of Bishanāṡī
  • ସଂ. ବି. ସ୍ତ୍ରୀ — ସର୍ପକଙ୍କାଳୀ ଲତା (ହି. ଶ.) — A kind of creeper
  • ସଂ. ବି. ସ୍ତ୍ରୀ — ବନ୍ଧ୍ୟା କର୍କୋଟକୀ ହି. ଶ. (ଦେଖ) — Bandhyā karkotakī. (See)
  • ସଂ. ବି. ସ୍ତ୍ରୀ — ଗନ୍ଧନାକୁଳୀ ହି. ଶ. (ଦେଖ) — Gandhanākuḻī (See)