ବିଷଧାରଣ Bishadhāraṇa

  • ସଂ. ବି. (ବିଷ+ଧୃ ଧାତୁ+କର୍ତ୍ତୃ. ଅନ) — ସର୍ପ — Snake
  • ସଂ. ବି. (ବିଷ+ଧୃ ଧାତୁ+କର୍ତ୍ତୃ. ଅନ) — (ଉ—ବିହରି ହରିଣ କି ବିଷଧାରଣ ବେନି ସଂଶୟ ଉପୁଜିଲା। ଭଞ୍ଜ. ବୈଦେହୀଶବିଳାସ।