ବିଷଦନ୍ତ Bishadanta
- ସଂ. ବି. (ମ. ପ. ଲୋ; ବିଷ+ଦନ୍ତ) — ସର୍ପର ଯେଉଁ ଦନ୍ତରେ ବିଷ ଥାଏ — poisonous fangs of serpents
- ସଂ. ବି. (ମ. ପ. ଲୋ; ବିଷ+ଦନ୍ତ) — ଜୀବମାନଙ୍କର ଯେଉଁ ଦନ୍ତରେ ବିଷ ଥାଏ — Poisonous teeth of certain animals
- ସଂ. ବି. (ମ. ପ. ଲୋ; ବିଷ+ଦନ୍ତ) — (ବହୁବ୍ରୀହି; ବିଷ+ଦନ୍ତ)— ଆଶୀବିଷ; ସର୍ପ — Serpent
- ସଂ. ବି. (ମ. ପ. ଲୋ; ବିଷ+ଦନ୍ତ) — ବିରାଡ଼ି (ହି. ଶ.) — Cat