ବିଷଦଂଷ୍ଟ୍ରା Bishadaṁshṭrā

  • ସଂ. ବି — (ମ. ପ. ଲୋ)—ସାପର ବିଷମୟ ଦାନ୍ତ — Fangs of a poisonous snake
  • ସଂ. ବି — (ବହୁବ୍ରୀହି) ସର୍ପକଙ୍କାଳିକା ଲତା (ହି. ଶ.) — A kind of herbal creeper
  • ସଂ. ବି — (ବହୁବ୍ରୀହି) ନାଗଦମନୀ (ହି. ଶ.) — Indian wormwood