ବିଷଣ୍ଣ Bishaṇṇa

  • ସ. ବିଣ. ପୁଂ. (ବି+ସଦ୍ ଧାତୁ=ଅବସନ୍ନ ହେବା+କର୍ତ୍ତୃ. ତ) — ବିଷାଦଯୁକ୍ତ; ଦୁଃଖିତ — Dejected; cast down; sorrowful
  • ସ. ବିଣ. ପୁଂ. (ବି+ସଦ୍ ଧାତୁ=ଅବସନ୍ନ ହେବା+କର୍ତ୍ତୃ. ତ) — ମଳିନ — Pale