ବିଷ ବୃକ୍ଷ Bisha bṛuksha

  • ସଂ. ବି. (ମ. ପ. ଲୋ; ବିଷ+ବୃକ୍ଷ) — ଯେଉଁ ବୃକ୍ଷର ପତ୍ର ବା ଫଳାଦି ବିଷାକ୍ତ — poisonous tree
  • ସଂ. ବି. (ମ. ପ. ଲୋ; ବିଷ+ବୃକ୍ଷ) — ଡିମ୍ବିରି ଗଛ (ହି. ଶ.) — The fig tree
  • ସଂ. ବି. (ମ. ପ. ଲୋ; ବିଷ+ବୃକ୍ଷ) — (ଲକ୍ଷଣାର୍ଥ) ମନ୍ଦ ବା ଦୁଷ୍ଟ ବ୍ୟକ୍ତି — (figurative) A wicked or depraved person
  • ଦେ. ବି — ବଙ୍ଗୀୟ ଲେଖକ ବଙ୍କିମଚନ୍ଦ୍ରଙ୍କ କୃତ ପ୍ରସିଦ୍ଧ ଉପନ୍ୟାସ — The title of a Bengalee novel by Bankima chandra