ବିଷ ପିଇବା Bisha pi-ibā

  • ଦେ. କ୍ରି. (ବିଷ+ପା ଧାତୁ) — ଗରଳ ପାନ କରିବା — To drink poison
  • ଦେ. କ୍ରି. (ବିଷ+ପା ଧାତୁ) — ପ୍ରାଣ— ସଂହାରକ ବା ବିଷାକ୍ତ ଦ୍ରବ୍ୟ ପିଇବା=(ଯଥା— ମଦ୍ୟପାନ) — To drink any thing (e. g. wine) which is poisonous