ବିଷ କଣ୍ଠ Bisha koṇṭha

  • ସଂ. ବି. (ବହୁବ୍ରୀହି; ବିଷ+କଣ୍ଠ) — ଶିବ; ମହାଦେବ — Ṡiba
  • ସଂ. ବି. (ବହୁବ୍ରୀହି; ବିଷ+କଣ୍ଠ) — ସର୍ପ — Snake
  • ସଂ. ବି. (ବହୁବ୍ରୀହି; ବିଷ+କଣ୍ଠ) — (ଉ— ବିଷକଣ୍ଠେ କ୍ଷୀରକଣ୍ଠ ବୋଲୁଥିଲା କେହି। ଭଞ୍ଜ. ବୈଦେହୀଶବିଳାସ।)
  • ସଂ. ବି. (ବହୁବ୍ରୀହି; ବିଷ+କଣ୍ଠ) — (ବିଷ ପଦ୍ମନାଡ଼ ପରି କଣ୍ଠ ଯାହାର) ବଗ — The paddy bird; Ardea Nivea (bird)
  • ସଂ. ବି. (ବହୁବ୍ରୀହି; ବିଷ+କଣ୍ଠ) — ମୟୂର — Peacock