ବିଷ କଣ୍ଟକିନୀ Biṡha kaṇṭakinī

  • ସଂ. ବି — ବନ୍ଧ୍ୟା କର୍କ୍କୋଟକୀ (ଦେଖ) — Bandhyā karkkoṭaki (See)
  • ସଂ. ବି — [ଦ୍ର—ଏ ଗଛ ଯେଉଁ ସ୍ଥାନରେ ଥାଏ, ସେ ସ୍ଥାନକୁ ସାପ ଆସେ ନାହିଁ।]