ବିଶ୍ୱାସୀ Biṡwāsī

  • ସଂ. ବିଣ. (ବିଶ୍ୱାସିନ୍; ବିଶ୍ୱାସ+ଅସ୍ତ୍ୟର୍ଥେ. ଇନ୍; 1 ମା. 1 ବ.) — ଯାହାର ଅନ୍ୟଠାରେ ବିଶ୍ୱାସ ଅଛି, ବିଶ୍ୱାସକାରୀ — Believing; confident
  • ସଂ. ବିଣ. (ବିଶ୍ୱାସିନ୍; ବିଶ୍ୱାସ+ଅସ୍ତ୍ୟର୍ଥେ. ଇନ୍; 1 ମା. 1 ବ.) — ଯାହାଠାରେ ଅନ୍ୟର ବିଶ୍ୱାସ ଅଛି — Trusted
  • ସଂ. ବିଣ. (ବିଶ୍ୱାସିନ୍; ବିଶ୍ୱାସ+ଅସ୍ତ୍ୟର୍ଥେ. ଇନ୍; 1 ମା. 1 ବ.) — ଯାହାକୁ ବିଶ୍ୱାସ କରାଯାଇ ପାରେ; ବିଶ୍ୱାସଯୋଗ୍ୟ — Trustworthy; reliable
  • ସଂ. ବିଣ. (ବିଶ୍ୱାସିନ୍; ବିଶ୍ୱାସ+ଅସ୍ତ୍ୟର୍ଥେ. ଇନ୍; 1 ମା. 1 ବ.) — ପ୍ରଭୁଭକ୍ତ — Faithful
  • ସଂ. ବିଣ. (ବିଶ୍ୱାସିନ୍; ବିଶ୍ୱାସ+ଅସ୍ତ୍ୟର୍ଥେ. ଇନ୍; 1 ମା. 1 ବ.) — କୌଣସି ଧର୍ମମତରେ ବା ଈଶ୍ୱରଙ୍କଠାରେ ଆସ୍ଥାବାନ୍ — Having firm faith in a religious tenet or in God