ବିଶ୍ୱାସଘାତ Biṡwāsaghāta
- ସଂ. ବି. (ବିଶ୍ୱାସ+ଘାତ) — ବିଶ୍ୱାସ କରୁଥିବା ବ୍ୟକ୍ତିପ୍ରତି ପ୍ରତାରଣା କାର୍ଯ୍ୟ — Treachery to a person who trusts on you; perfidy
- ସଂ. ବି. (ବିଶ୍ୱାସ+ଘାତ) — (ଉ—ବୃକ ବିଶ୍ୱାସେ କଲେ ନାଶ, ନାହିଁ ବିଶ୍ୱାସଘାତ ଦୋଷ—ପ୍ରାଚୀ. ପୂର୍ଣ୍ଣତମ ଚନ୍ଦ୍ରୋଦୟ।)
- ଦେ. ବିଣ. (ସଂ. ବିଶ୍ୱାସଘାତକ) — ବିଶ୍ୱାସଘାତକ — Perfidious; treacherous