ବିଶ୍ୱାସଘାତକ Biṡwāsaghātaka

  • ସଂ. ବିଣ. ପୁଂ. (ବିଶ୍ୱାସ+ଘାତକ) — ଅବିଶ୍ୱାସୀ; ଯେଉଁ ଲୋକ ତାହା ଉପରେ ବିଶ୍ୱାସ କରିଥିବା ବ୍ୟକ୍ତିର ଅନିଷ୍ଟ କରେ; ଯେ ବିଶ୍ୱାସରେ ବିଷ ଦିଏ — Perfidious
  • ସଂ. ବି — ପ୍ରତାରକ; ବଞ୍ଚକ — A cheat