ବିଶ୍ୱାସ ପାତ୍ର Biṡwāsa pātra

  • ସଂ. ବିଣ. (ପୁଂ. ଓ ସ୍ତ୍ରୀ ପ୍ରତି ବ୍ୟବହୃତ) ( 6 ଷ୍ଠୀ ତତ୍; ବିଶ୍ୱାସ+ପାତ୍ର) — ବିଶ୍ୱାସଯୋଗ୍ୟ — Trustworthy; reliable
  • ସଂ. ବିଣ. (ପୁଂ. ଓ ସ୍ତ୍ରୀ ପ୍ରତି ବ୍ୟବହୃତ) ( 6 ଷ୍ଠୀ ତତ୍; ବିଶ୍ୱାସ+ପାତ୍ର) — ଯାହାକୁ ବିଶ୍ୱାସ କରାଯାଇଥାଏ — Trusted