ବିଶ୍ୱାମିତ୍ରି Biṡwāmitri
- ଦେ. ବିଣ. (ସଂ. ବିଶ୍ୱାମିତ୍ରୀୟ) — ବିଶ୍ୱାମିତ୍ରଙ୍କ ପରି ପ୍ରାକୃତିକ ନିୟମ ବହିର୍ଭୂତ (କାର୍ଯ୍ୟ) — (any act) Done or performed in an unnatural manner
- ଦେ. ବି — ଅପ୍ରାକୃତିକ ବା ପୈଶାଚିକ ପ୍ରଣାଳିରେ ଇନ୍ଦ୍ରିୟବୃତ୍ତି ଚରିତାର୍ଥ କରିବା ପ୍ରକ୍ରିୟା (ଯଥା—ମୁଖମୈଥୁନ, ପୁଂମୈଥୁନ) — Unnatural modes of satisfying one's lust