ବିଶ୍ୱାମିତ୍ର ବ୍ରାହ୍ମଣ Biṡwāmitra brāhmaṇa

  • ପ୍ରାଦେ. (ଗଞ୍ଜାମ) ବି — ମାସ୍ତାନ ବ୍ରାହ୍ମଣଜାତୀୟ ନୀଚ ବ୍ରାହ୍ମଣବିଶେଷ — A class of low caste Brāhmaṇas
  • ପ୍ରାଦେ. (ଗଞ୍ଜାମ) ବି — [ଦ୍ର—ଏମାନଙ୍କର ପଇତା ଥାଏ। ମାତ୍ର ଏମାନେ ଶୂଦ୍ରବତ୍ ଆଚରଣ କରନ୍ତି।]