ବିଶ୍ୱାବସୁ Biṡwābasu
- ସଂ. ବି. ପୁଂ—(ବହୁବ୍ରୀହି; ବିଶ୍ୱ=ବହୁତ+ବସୁ=ଧନ) — ଗନ୍ଧର୍ବବିଶେଷ — Name of a gandharba
- ସଂ. ବି. ସ୍ତ୍ରୀ — ରାତ୍ରି — The night
- ଦେ. ବି — ଦୋକାନରେ ପଣ୍ୟଦ୍ରବ୍ୟ ଓଜନ କରିବାପାଇଁ ବ୍ୟବହୃତ (ସେର, ଅଧସେର, ପାଆ, ଛଟାଙ୍କି, ରତି ଓ କାଣି ଆଦି ଓଜନର) ବଟକରା — The standard weight used in weighing merchandise
- ଦେ. ବି — [ଉ— ବଣିଜାର ହସ୍ତ ସ୍ୱର୍ଗ ପ୍ରତୀତି; ବିଶ୍ୱାବସୁ ଛନ୍ତି ସବୁ ଜାଣନ୍ତି। ଭଞ୍ଜ—ବୈଦେହୀଶବିଳାସ।]