ବିଶ୍ୱାଚୀ Biṡwāchī

  • ସଂ. ବି. ସ୍ତ୍ରୀ—(ବିଶ୍ୱ+ଅନଚ୍ ଧାତୁ=ଗମନ କରିବା+ କ୍ୱିପ୍+ସ୍ତ୍ରୀ. ଈ) — ଜଣେ ଅପ୍ସରା — Name of a heavenly nymph
  • ସଂ. ବି. ସ୍ତ୍ରୀ—(ବିଶ୍ୱ+ଅନଚ୍ ଧାତୁ=ଗମନ କରିବା+ କ୍ୱିପ୍+ସ୍ତ୍ରୀ. ଈ) — ବାହୁରୋଗ— ବିଶେଷ — A kind of disease affecting the arm