ବିଶ୍ୱସ୍ତ Biṡwasta

  • ସଂ. ବି. ପୁଂ (ବି+ଶ୍ୱସ୍ ଧାତୁ=ବିଶ୍ୱାସ କରବି+କର୍ମ. ତ) — ବିଶ୍ୱାସପାତ୍ର; ଯାହା ଉପରେ ବିଶ୍ୱାସ ସ୍ଥାପନ କରାଯାଇ ପାରେ — Reliable; trustworthy (Apte)
  • ସଂ. ବି. ପୁଂ (ବି+ଶ୍ୱସ୍ ଧାତୁ=ବିଶ୍ୱାସ କରବି+କର୍ମ. ତ) — ଯାହାଠାରେ ବିଶ୍ୱାସ କରାଯାଇ ଥାଏ — Trusted (Apte)
  • ସଂ. ବି. ପୁଂ (ବି+ଶ୍ୱସ୍ ଧାତୁ=ବିଶ୍ୱାସ କରବି+କର୍ମ. ତ) — (ବି+ଶ୍ୱସ୍ ଧାତୁ+କର୍ତ୍ତୃ. ତ) ଯେ ଅନ୍ୟ ଉପରେ ବିଶ୍ୱାସ କରେ) ବିଶ୍ୱାସୀ — Confiding; relying (Apte)
  • ସଂ. ବି. ପୁଂ (ବି+ଶ୍ୱସ୍ ଧାତୁ=ବିଶ୍ୱାସ କରବି+କର୍ମ. ତ) — ନିର୍ଭୟ; ନିରାତଙ୍କ — Fearless; confident (Apte)