ବିଶ୍ୱସ୍ତା Biṡwastā

  • ସଂ. ବି. ସ୍ତ୍ରୀ. (ବି=ବିଫଳରେ+ଶ୍ୱସ୍ ଧାତୁ=ନିଶ୍ୱାସ ପକାଇବା +ଭାବ. ତ+ସ୍ତ୍ରୀ. ଆ; ଯେ ବିଫଳରେ ନିଶ୍ୱାସ ପକାଉ— ଥାଏ) — ବିଧବା — A widow (Apte)