ବିଶ୍ୱସୃକ୍ Biṡwasṛuk
- ସଂ. ବି (ବିଶ୍ୱ+ସୃଜ୍=ସୃଷ୍ଟି କରିବା+କର୍ତ୍ତୃ. କ୍ୱିପ୍; ବିଧି; ବିଧାତା; ପରମେଶ୍ୱର — 1. The Creator; God
- ସଂ. ବି (ବିଶ୍ୱ+ସୃଜ୍=ସୃଷ୍ଟି କରିବା+କର୍ତ୍ତୃ. କ୍ୱିପ୍; ବ୍ରହ୍ମା — Brahmā
- ସଂ. ବି (ବିଶ୍ୱ+ସୃଜ୍=ସୃଷ୍ଟି କରିବା+କର୍ତ୍ତୃ. କ୍ୱିପ୍; (ଉ—ବିଶ୍ୱସୃକ ବିଶ୍ୱଯାକ ଏ କପଟ କରି କି କଲା ଚିତ୍ରିତ। ଭଞ୍ଜ ବୈଦେହୀଶବିଳାସ।)