ବିଶ୍ୱସାର Biṡwasāra

  • ସଂ. ବି ( 6 ଷ୍ଠୀ ତତ୍; ବିଶ୍ୱ+ସାର=ସାରାଂଶ) — ସଂସାରରେ ସାର ବସ୍ତୁ — The essential thing in the world
  • ସଂ. ବି ( 6 ଷ୍ଠୀ ତତ୍; ବିଶ୍ୱ+ସାର=ସାରାଂଶ) — ତନ୍ତ୍ର ଗ୍ରନ୍ଥବିଶେଷ — The title of a Tantric treatise