ବିଶ୍ୱଭାବନ Biṡwabhābana

  • ସଂ. ବିଣ. — ସଂସାର ବିଷୟ ଯେ ଭାବେ — Thoughtful about the world
  • ସଂ. ବିଣ. — (ଉ—ତୁ ଯେ ଆନନ୍ଦ ବପୁଧାରୀ, ହେ ବିଶ୍ୱଭାବନ ମୁରାରି। ଜଗନ୍ନାଥ. ଭାଗବତ।)