ବିଶ୍ୱପ୍ସା Biṡwapsā

  • ସଂ. ବି (ବିଶ୍ୱ+ପ୍ସା ଧାତୁ=ଖାଇବା+ଅନ୍; 1 ମା 1 ବ) — (ସର୍ବଭକ୍ଷକ) ଅଗ୍ନି — Fire (personified)
  • ସଂ. ବି (ବିଶ୍ୱ+ପ୍ସା ଧାତୁ=ଖାଇବା+ଅନ୍; 1 ମା 1 ବ) — ସୂର୍ଯ୍ୟ — The sun
  • ସଂ. ବି (ବିଶ୍ୱ+ପ୍ସା ଧାତୁ=ଖାଇବା+ଅନ୍; 1 ମା 1 ବ) — ଚନ୍ଦ୍ର — The moon
  • ସଂ. ବି (ବିଶ୍ୱ+ପ୍ସା ଧାତୁ=ଖାଇବା+ଅନ୍; 1 ମା 1 ବ) — ଦେବ — A deity; a god
  • ସଂ. ବି (ବିଶ୍ୱ+ପ୍ସା ଧାତୁ=ଖାଇବା+ଅନ୍; 1 ମା 1 ବ) — ବିଶ୍ୱକର୍ମା — The divine architect