ବିଶ୍ୱପା Biṡwapā

  • ସଂ. ବି. ଫୁ. (ବିଶ୍ୱ+ପା ଧାତୁ=ପାଳନ କରିବା+କର୍ତ୍ତୃ. ଅ+ଆ) ବିଶ୍ୱର ପାଳନକର୍ତ୍ତା; ପରମେଶ୍ୱର — The sustainer of nourisher of the universe; God
  • ସଂ. ବି. ଫୁ. (ବିଶ୍ୱ+ପା ଧାତୁ=ପାଳନ କରିବା+କର୍ତ୍ତୃ. ଅ+ଆ) ସୂର୍ଯ୍ୟ — The Sun
  • ସଂ. ବି. ଫୁ. (ବିଶ୍ୱ+ପା ଧାତୁ=ପାଳନ କରିବା+କର୍ତ୍ତୃ. ଅ+ଆ) ଚନ୍ଦ୍ର — The moon
  • ସଂ. ବି. ଫୁ. (ବିଶ୍ୱ+ପା ଧାତୁ=ପାଳନ କରିବା+କର୍ତ୍ତୃ. ଅ+ଆ) ଅଗ୍ନି — Fire