ବିଶ୍ୱନିନ୍ଦକତା Biṡwanindakatā

  • ସଂ. ବି—(ଆଧୁନିକ ପ୍ରୟୋଗ)—(ବିଶ୍ୱନିନ୍ଦକ+ଭାବାର୍ଥେ ତା) — ସମଗ୍ର ଜଗତକୁ ନିନ୍ଦା କରିବା ସ୍ୱଭାବ — Misanthropy