ବିଶ୍ୱଦେବ Biṡwadeba
- ସଂ. ବି (ବିଶ୍ୱ=ସକଳ+ଦିବ୍ ଧାତୁ=କ୍ରୀଡ଼ା କରିବା+ କର୍ତ୍ତୃ. ଅ) — ଅଗ୍ନି ଦେବତା — The Fire god
- ସଂ. ବି (ବିଶ୍ୱ=ସକଳ+ଦିବ୍ ଧାତୁ=କ୍ରୀଡ଼ା କରିବା+ କର୍ତ୍ତୃ. ଅ) — ଗଣଦେବତା ବିଶେଷ — Name of ten groups of Ḍeities
- ସଂ. ବି (ବିଶ୍ୱ=ସକଳ+ଦିବ୍ ଧାତୁ=କ୍ରୀଡ଼ା କରିବା+ କର୍ତ୍ତୃ. ଅ) — [ଦ୍ର—ଏମାନଙ୍କର ସଂଖ୍ୟା 1 ; ଯଥା—ବସୁ, ସତ୍ୟ, କ୍ରତୁ, ଦକ୍ଷ. କାମ,— କାଳ, ଧୃତି କୁରୁ ପୁରୁରବାଃ ମାଦ୍ରବ।] — [ଦ୍ର—ଏମାନଙ୍କର ସଂଖ୍ୟା1; ଯଥା—ବସୁ, ସତ୍ୟ, କ୍ରତୁ, ଦକ୍ଷ. କାମ,— କାଳ, ଧୃତି କୁରୁ ପୁରୁରବାଃ ମାଦ୍ରବ]