ବିଶ୍ୱଦକ୍ଷିଣ Biṡwadakshiṇa
- ସଂ. ବି (ବହୁବ୍ରୀହି; ବିଶ୍ୱ=ସମଗ୍ର+ଦକ୍ଷିଣାଚ ଯହିଁରେ ଯଜ୍ଞକାରୀଙ୍କର ସମସ୍ତ ସମ୍ପତ୍ତି ଦକ୍ଷିଣା ଦିଆ ଯାଏ) — ବିଶ୍ୱଜିତ୍ ନାମକ ଯଜ୍ଞବିଶେଷ — Name of a vedic sacrifice in which the performer's all worldly belongings are given as present to the priests