ବିଶ୍ୱତ୍ରାସୀ Biṡwatrāsī

  • ସଂ. ବିଣ.—(ବିଶ୍ୱ+ତ୍ରସ୍ ଧାତୁ+କର୍ତ୍ତୃ. ଇନ୍; 1 ମା. 1 ବ.) ଯାହା ସମଗ୍ର ବିଶ୍ୱବାସୀଙ୍କ ହୃଦୟେର ଆତଙ୍କ ଉପସ୍ଥିତ କରାଏ — Creating terror throughout the universe