ବିଶ୍ୱତୁଳସୀ Biṡwa tuḻasī
- ସଂ. ବି — ବନ୍ୟ ତୁଳସୀ ବିଶେଷ; ଲଣ୍ଡାବଗୁଲି — The common sweet Basil; Ocymum Basilicum
- ସଂ. ବି — [ଦ୍ର—ଏହାର କ୍ୱାଥ ମେହ, ଉଦରାମୟ ଓ ଅତିସାର ରୋଗରେ ଉପକାରୀ। ଏହାର ପତ୍ରର ରସ କୃମି ଓ ସର୍ପବିଷ— ନାଶକ। ଏଥିର ବୀଜ ଗରମ ପାଣିରେ ପଡ଼ିଲେ ଫୁଲି ଉଠେ। କୃଷ୍ଣ ଓ ଶ୍ୱେତପତ୍ର ଭେଦରେ ଏହା ଦୁଇ ପ୍ରକାର।]