ବିଶ୍ୱତଃ Biṡwataḥ

  • ସଂ. ଅ (ବିଶ୍ୱ=ସମସ୍ତ+ସପ୍ତମୀରେ. ତମ୍) — ସର୍ବତ୍ର — Everywhere
  • ସଂ. ଅ (ବିଶ୍ୱ=ସମସ୍ତ+ସପ୍ତମୀରେ. ତମ୍) — ସବୁ ଦିଗରେ — On all sides
  • ସଂ. ଅ (ବିଶ୍ୱ=ସମସ୍ତ+ସପ୍ତମୀରେ. ତମ୍) — ସବୁ ପ୍ରକାରେ — In every way
  • ସଂ. ଅ (ବିଶ୍ୱ=ସମସ୍ତ+ସପ୍ତମୀରେ. ତମ୍) — ସମ୍ପୂର୍ଣ୍ଣରୂପେ — Entirely; wholly