ବିଶ୍ୱଜଯୀ Biṡwajayī

  • ସଂ. ସଂଞ୍ଚ. ପୁଂ (ବିଶ୍ୱ+ଜି ଧାତୁ=ଜୟ କରିବା+କର୍ତ୍ତୃ. ଇନ୍; 1 ମା. 1 ବ) — ଯେ ସମଗ୍ର ପୃଥୀବୀକୁ ଜୟକରିଅଛି — Conquering the whole world
  • ସଂ. ସଂଞ୍ଚ. ପୁଂ (ବିଶ୍ୱ+ଜି ଧାତୁ=ଜୟ କରିବା+କର୍ତ୍ତୃ. ଇନ୍; 1 ମା. 1 ବ) — ତ୍ରୈଲୋକ୍ୟବିଜୟୀ; ଯେ ସ୍ୱର୍ଗ ମର୍ତ୍ତ୍ୟ ଓ ପାତାଳକୁ ଜୟ କରି ଅଛନ୍ତି — Victorious over the three worlds