ବିଶ୍ୱକ୍—ସେନ Biṡwaka-sena
- ସଂ. ବି—(ବହୁବ୍ରିହୀ; ବିଶ୍ୱକ୍= ସର୍ବବ୍ୟାପୀ+ସେନା) — ବିଷ୍ଣୁ — Bishṇu
- ସଂ. ବି—(ବହୁବ୍ରିହୀ; ବିଶ୍ୱକ୍= ସର୍ବବ୍ୟାପୀ+ସେନା) — (ନାମ) ତ୍ରୟୋଦଶ ମନୁ; ମନୁଙ୍କର ତ୍ରୟୋଦଶ ପୁରୁଷର ନିମ୍ନ ବଂଶଧର — The name of the descendant of Manu in the 13th generation
- ସଂ. ବି—(ବହୁବ୍ରିହୀ; ବିଶ୍ୱକ୍= ସର୍ବବ୍ୟାପୀ+ସେନା) — ବିଷ୍ଣୁଙ୍କର ନିର୍ମାଲ୍ୟବଳିଗ୍ରାହୀ ଦେବ — A deity who gets portion of the food after it is offered to Bishṇu