ବିଶ୍ୱକର୍ମଜା Bīṡwakarmajā

  • ସଂ. ବି. ସ୍ତ୍ରୀ (ବିଶ୍ୱକର୍ମନ୍=ଦେବଶିଳ୍ପୀ+ଜନ୍ ଧାତୁ= ଜାତ ହେବା+କର୍ତ୍ତୃ. ଅ+ସ୍ତ୍ରୀ. ଆ) — ବିଶ୍ୱକର୍ମାଙ୍କର କନ୍ଯା ସୂର୍ଯ୍ୟପତ୍ନୀ ଛାୟା ଓ ସଂଜ୍ଞା ଦେବୀ — The two daughters of Biṡwakarmā and wives of the Sun-god