ବିଶ୍ରାମ Biṡrāma
- ସଂ. ବି—(ବି+ଶ୍ରମ୍ ଧାତୁ=କ୍ଳାନ୍ତ ହେବା+ଭାବ. ଅ) — ବିରାମ; ନିବୃତ୍ତି — Cessation
- ସଂ. ବି—(ବି+ଶ୍ରମ୍ ଧାତୁ=କ୍ଳାନ୍ତ ହେବା+ଭାବ. ଅ) — ଆରାମ; ଶ୍ରମାପନୋଦନ — Rest; recreation
- ସଂ. ବି—(ବି+ଶ୍ରମ୍ ଧାତୁ=କ୍ଳାନ୍ତ ହେବା+ଭାବ. ଅ) — କାର୍ଯ୍ୟରୁ ଛୁଟି — Leave; vacation; recess
- ସଂ. ବି—(ବି+ଶ୍ରମ୍ ଧାତୁ=କ୍ଳାନ୍ତ ହେବା+ଭାବ. ଅ) — ପରିଶ୍ରମ ପରେ କାର୍ଯ୍ୟରୁ ନିବୃତ୍ତି; ଶ୍ରମରି ବିରତି — Retiring from work; respite from toil
- ସଂ. ବି—(ବି+ଶ୍ରମ୍ ଧାତୁ=କ୍ଳାନ୍ତ ହେବା+ଭାବ. ଅ) — ଫୁରସତ୍ — Leisure
- ସଂ. ବି—(ବି+ଶ୍ରମ୍ ଧାତୁ=କ୍ଳାନ୍ତ ହେବା+ଭାବ. ଅ) — କ୍ଷଣକାଳ ପାଇଁ ଶ୍ରମାପନୋଦନ — Taking temporary or brief rest
- ସଂ. ବି—(ବି+ଶ୍ରମ୍ ଧାତୁ=କ୍ଳାନ୍ତ ହେବା+ଭାବ. ଅ) — ଶାରଦୀୟ ଦୁର୍ଗାପୂଜା ସମୟରେ ଆଶ୍ୱିନ ଶୁକ୍ଳ ସପ୍ତମୀଠାରୁ ନବମୀ ପର୍ଯ୍ୟନ୍ତ 3 ଟି ତିଥି ଯେବେ ଚାରି ଦିନରେ ପଡ଼େ, ତେବେ ତହିଁ ମଧ୍ୟରୁ ନବମୀର ପରବର୍ତ୍ତୀ ଯେଉଁ ଦିନରେ ଦୁର୍ଗାଙ୍କର ପୂଜାଦି ସ୍ଥଗିତ ରଖାଯାଏ — ଶାରଦୀୟ ଦୁର୍ଗାପୂଜା ସମୟରେ ଆଶ୍ୱିନ ଶୁକ୍ଳ ସପ୍ତମୀଠାରୁ ନବମୀ ପର୍ଯ୍ୟନ୍ତ3ଟି ତିଥି ଯେବେ ଚାରି ଦିନରେ ପଡ଼େ, ତେବେ ତହିଁ ମଧ୍ୟରୁ ନବମୀର ପରବର୍ତ୍ତୀ ଯେଉଁ ଦିନରେ ଦୁର୍ଗାଙ୍କର ପୂଜାଦି ସ୍ଥଗିତ ରଖାଯାଏ—. A day of rest or cessation of worship of Goddess Durga in the course of the th, 8th and 9th days of the bright lunar fortnight of the month of Aṡwina, if these 3 tithis cover a period of 2 days
- ଦେ. ବି — ଭୁତ ପ୍ରେତ— ଆଦିଙ୍କର ଓ ଦେବଦେବୀଙ୍କର ମନୁଷ୍ୟ ଦେହରେ ବା ଗୃହାଦିରେ ଆବେଶ — Possession of a house or person by an evil spirit Deity