ବିଶ୍ରମ୍ଭୀ Biṡrambhī

  • ସଂ. ବିଣ. ପୁଂ (ବିଶ୍ରମ୍ଭ+ଇନ୍ ଅସ୍ତ୍ୟର୍ଥେ; ବିଶ୍ରମ୍ଭିନ୍; 1 ମା. 1 ବ) — ଯାହାଠାରେ ବିଶ୍ୱାସ ବା ପ୍ରତ୍ୟୟ କରାଯାଇ ପାରେ; ବିଶ୍ୱସ୍ତ — Trustworthy; trusted
  • ସଂ. ବିଣ. ପୁଂ (ବିଶ୍ରମ୍ଭ+ଇନ୍ ଅସ୍ତ୍ୟର୍ଥେ; ବିଶ୍ରମ୍ଭିନ୍; 1 ମା. 1 ବ) — ପ୍ରଣୟୀ — Loving; affectionate
  • ସଂ. ବିଣ. ପୁଂ (ବିଶ୍ରମ୍ଭ+ଇନ୍ ଅସ୍ତ୍ୟର୍ଥେ; ବିଶ୍ରମ୍ଭିନ୍; 1 ମା. 1 ବ) — ପ୍ରିୟ — Dear; beloved
  • ସଂ. ବିଣ. ପୁଂ (ବିଶ୍ରମ୍ଭ+ଇନ୍ ଅସ୍ତ୍ୟର୍ଥେ; ବିଶ୍ରମ୍ଭିନ୍; 1 ମା. 1 ବ) — ସୁପରିଚିତ — Familiar