ବିଶ୍ରାଣିତ Bisrāṇita

  • ସଂ. ବିଣ (ବି+ଶ୍ରଣ୍ ଧାତୁ (ଣିଚ)+କର୍ମ ତ) — ପ୍ରଦତ୍ତ — Given away
  • ସଂ. ବିଣ (ବି+ଶ୍ରଣ୍ ଧାତୁ (ଣିଚ)+କର୍ମ ତ) — ବିତରିତ — Distributed