ବିଶ୍ରାମ ପ୍ରାର୍ଥନା Biṡrāma prāthanā
- ସଂ. ବି—(ମ. ପ. ଲୋ, ବିଶ୍ରାମ+ପ୍ରାର୍ଥନା) — କାର୍ଯ୍ୟରୁ ଛୁଟି ପାଇବା ପାଇଁ ଅନୁନୟ — Application for getting leave; leave-application
- ସଂ. ବି—(ମ. ପ. ଲୋ, ବିଶ୍ରାମ+ପ୍ରାର୍ଥନା) — ପରିଶ୍ରମରୁ ବିଶ୍ରାମ ପ୍ରାପ୍ତ— ନିମନ୍ତେ ଅନୁନୟ — Prayer for being allowed rest
- ସଂ. ବି—(ମ. ପ. ଲୋ, ବିଶ୍ରାମ+ପ୍ରାର୍ଥନା) — ଆଶ୍ରୟ ପ୍ରାର୍ଥନା — Prayer for being granted shelter