ବିଶ୍ରାମ ପାଇବା Biṡrāma pāibā

  • ଦେ. କ୍ରି — କାର୍ଯ୍ୟରୁ ଫୁରସେତ୍ ପାଇବା — To have leisure from work
  • ଦେ. କ୍ରି — ଛୁଟି ପାଇବା — To get leave; to be relieved from work
  • ଦେ. କ୍ରି — ବିଶ୍ରାମ କରିବା — To take rest
  • ଦେ. କ୍ରି — ଆଶ୍ରୟ ପାଇବା — To get shelter