ବିଶ୍ରମ୍ଭ Biṡrambha
- ସଂ. ବି (ବି+ଶ୍ରନ୍ଭ୍ ଧାତୁ= ବିଶ୍ୱାସ କରିବା+ଭାବ. ଅ) — ବିଶ୍ୱାସ; ପ୍ରତ୍ୟୟ — Confidence; trust
- ସଂ. ବି (ବି+ଶ୍ରନ୍ଭ୍ ଧାତୁ= ବିଶ୍ୱାସ କରିବା+ଭାବ. ଅ) — ପ୍ରଣୟ — Love; attachment
- ସଂ. ବି (ବି+ଶ୍ରନ୍ଭ୍ ଧାତୁ= ବିଶ୍ୱାସ କରିବା+ଭାବ. ଅ) — ସ୍ୱଚ୍ଛନ୍ଦ ବିହାର — Hilarity
- ସଂ. ବି (ବି+ଶ୍ରନ୍ଭ୍ ଧାତୁ= ବିଶ୍ୱାସ କରିବା+ଭାବ. ଅ) — (ଉ—ମଧ୍ୟାହ୍ନେ ଅନ୍ଧାର ଜିଣଇ ଅଳନ୍ଧୁ, କନ୍ଧସୀମନ୍ତିନୀ ବିଶ୍ରମ୍ଭର ବନ୍ଧୁ । ରାଧାନାଥ ଚିଲିକା ।)
- ସଂ. ବି (ବି+ଶ୍ରନ୍ଭ୍ ଧାତୁ= ବିଶ୍ୱାସ କରିବା+ଭାବ. ଅ) — କେଳି କଳହ — Amatory quarrel
- ସଂ. ବି (ବି+ଶ୍ରନ୍ଭ୍ ଧାତୁ= ବିଶ୍ୱାସ କରିବା+ଭାବ. ଅ) — (ଉ—ବିଶ୍ରମ୍ଭ ପଦର ଆଦର କରି କୋ ସୁମନେ ଭାଳଇ । ଭଞ୍ଜ. ବୈଦେହୀଶବିଳାସ ।)