ବିଶୋଷଣ Biṡosṇa

  • ସଂ. ବି (ବି+ଶୁଷ୍ ଧାତୁ= ଶୁଷ୍କ ହେବା+ଭାବ ଅନ) — ସମ୍ପୂର୍ଣ୍ଣରୂପେ ଶୋଷିନେବା; ଶୋଷଣ; ଶୁଷ୍କକରଣ — Sucking up