ବିଶୋଭିବା Biṡobhibā

  • ଦେ. କ୍ରି (ପଦ୍ୟ) (ସଂ. ବି+ଶୋଭା) — ବିଶିଷ୍ଟ ରୂପେ ଶୋଭା ପାଇବା — To shine; to be brilliant; to appear in glory
  • ଦେ. କ୍ରି (ପଦ୍ୟ) (ସଂ. ବି+ଶୋଭା) — (ଉ— ବିଶୋଭିଲା ଉଜ୍ଜୟିନୀ ରମଣୀୟ ବେଶେ । ଚିନ୍ତାମଣି— ବିକ୍ରମାଦିତ୍ୟ ।)