ବିଶୋଧିତ Biṡodhita

  • ସଂ. ବିଣ—(ବି+ଶୋଧିତ) — ପବିତ୍ରୀକୃତ — Sanctified
  • ସଂ. ବିଣ—(ବି+ଶୋଧିତ) — ସଂଶୋଧିତ — Corrected; rectified