ବିଶୁଦ୍ଧି Biṡuddhi
- ସଂ. ବି (ବି+ଶୁଦ୍ଧି) — ନିର୍ମଳତା — Cleanliness
- ସଂ. ବି (ବି+ଶୁଦ୍ଧି) — ପବିତ୍ରତା — Purity; holiness
- ସଂ. ବି (ବି+ଶୁଦ୍ଧି) — ପବିତ୍ରୀ— କରଣ — Purification
- ସଂ. ବି (ବି+ଶୁଦ୍ଧି) — ଶୋଧନ; ସଂଶୋଧନ — Correction
- ସଂ. ବି (ବି+ଶୁଦ୍ଧି) — ପ୍ରାୟଶ୍ଚିତ୍ତାଦିଦ୍ୱାରା ଶୁଦ୍ଧି — Expiation
- ସଂ. ବି (ବି+ଶୁଦ୍ଧି) — କୌଣସି ବସ୍ତୁ ସଙ୍ଗେ ଅନ୍ୟ ବସ୍ତୁ ମିଳି ନ ଥିବା ଅବସ୍ଥା — The state of a thing being unadulterated or unmixed