ବିଶୁଦ୍ଧ ପ୍ରେମ Biṡuddha prema
- ସଂ. ବି (କର୍ମଧା; ବିଶୁଦ୍ଧ+ପ୍ରେମ) — ଯେଉଁ ପ୍ରେମରେ ପାଶବିକତାର ସତ୍ତା ନାହିଁ — Pure love; love which has no carnality in it
- ସଂ. ବି (କର୍ମଧା; ବିଶୁଦ୍ଧ+ପ୍ରେମ) — ନିଷ୍କାମ ବା ନିଃସ୍ୱାର୍ଥ ପ୍ରେମ — Unselfish love
- ଦେ. ବି (ବ୍ୟଙ୍ଗ) — ଯେଉଁ ପ୍ରେମ ସମାଜବନ୍ଧନ ବା ସାମାଜିକ ନିୟମକୁ ମାନେ ନାହିଁ — (ironical) Love untramelled by the rules and restraints of society